କାଜ Kāja

  • ବୈଦେ. ବି. (ଇଂ. କଜ୍ୱେ) — ବର୍ଷାଜଳ ଉପର ଦେଇ ବହି ଯିବା ନିମନ୍ତେ ସଡ଼କ ବା ରାଜଦାଣ୍ଡରେ ପଥର ବାଡ଼ିଆ ହୋଇ ନୀଚ ପତ୍ତନ କରାଯାଇଥିବା ଅଂଶ — Causeway made on a road for passage of rain-water
  • ବୈଦେ. ବି. (ଇଂ. କଜ୍ୱେ) — (ଫା. କାଜ୍)—ବୋତାମର ଛିଦ୍ର — Button hole
  • ପ୍ରାଦେ. (ଆଳି) ବି — ଏକପ୍ରକାର ଚଢ଼େଇ — A kind of aquatic bird
  • ପ୍ରାଦେ. (ଆଳି) ବି — [ଦ୍ର—ଏମାନେ ପାଣିରେ ଥିବା ଧାନ ଗଛର ପାଚିଲା କେଣ୍ଡାକୁ ଉଞ୍ଛି କରି ଖାଇ ଯାଆନ୍ତି। ଏମାନଙ୍କ ଗୋଡ଼ ଲମ୍ବା ଓ ଥଣ୍ଟ ହଂସ ଥଣ୍ଟ ପରି । ଏମାନେ ଲିପ୍ତପାଦ।]