କାଛେଣି Kāchheṇi

  • ଦେ. ବି. — କାଛ (ଦେଖ) — Kāchha (See)
  • ଦେ. ବି. — ଲଳିତା ଦେଖିଲା ପୁଣି, ଲାଗି ହେବାର କାଛେଣୀ। କବିସୂର୍ଯ୍ୟ, ରତ୍ନାକରଚମ୍ପୂ।
  • ଦେ. ବି. — ବସ୍ତ୍ରକୁ ସୁନ୍ଦର ରୂପେ ପିନ୍ଧିବାର ରୀତି — Fashion for wearing a cloth elegantly
  • ଦେ. ବି. — ନାନା କାଛେଣି ସେ ଭିଆଇ ନୃତ୍ୟକାରକୁ ସେ ନଚାଇ। ଜଗନ୍ନାଥ, ଭାଗବତ।