କାଜି Kāji
- ବୈଦେ. (ଆରବୀ) ବି — ମୁଷଳମାନ ବିଚାରପତି — A Mahomedan Magistrate or Judge
- ବୈଦେ. (ଆରବୀ) ବି — କାମ ପଡ଼ିଲେ କାଜି, କାମ ଛାଡ଼ିଲେ ପାଜି—ଢଗ।
- ବୈଦେ. (ଆରବୀ) ବି — ମୁଷଳମାନ ବିବାହକୁ ରେଜିଷ୍ଟରି କରିବା ପାଇଁ ନିଯୁକ୍ତ ବ୍ଯକ୍ତି — Registrar of Mahomedan marriages
- ବୈଦେ. (ଆରବୀ) ବି — ତୋର ମୋର ରାଜି, କିସ କରିବ କାଜି। ଢଗ।
- ବୈଦେ. (ଆରବୀ) ବି — [ଦ୍ର—କାଜିମାନେ ମୁଷଳମାନ ଅମଳରେ ଫଉଜଦାରୀ ଓ ଦେୱାନୀ ଉଭୟ ପ୍ରକାରର ମକଦମାମାନ ବିଚାର କରୁଥିଲେ। ଇଂରାଜି ଅମଳରେ ପ୍ରଥମେ ଏମାନଙ୍କ ନିକଟରେ ଦଲିଲମାନ ଓ ମୂଷଳମାନ ବିବାହମାନ ରେଜିଷ୍ଟରୀ ହେଉଥିଲା। ବର୍ତ୍ତମାନ କାଜୀ ପଦ ଲୁପ୍ତ ହୋଇଅଛି।]
- ପ୍ରାଦେ. (ଗଞ୍ଜାମ) ବି. (ସଂ. କାର୍ଯ୍ୟ) — କାର୍ଯୀ; ଗ୍ରାମ୍ୟ ବିଚାରକ — Village Magistrate (in Ganjam)
- ପ୍ରାଦେ. (ଗଞ୍ଜାମ) ବି. (ସଂ. କାର୍ଯ୍ୟ) — ଗ୍ରାମର କରଣ — Village accountant