କାଜିଖାନା Kājikhānā

  • ବୈଦେ. ବି. (ଆ) — ରେଜିଷ୍ଟରି ଅଫିସ — Registration office
  • ବୈଦେ. ବି. (ଆ) — ଶେଷ କଚେରିରେ କାଜିଖାନାରେ କବାଲା ରେଜିଷ୍ଟରୀ ସମାପ୍ତ। ଫକୀରମୋହନ, ଛମାଣଆଠଗୁଣ୍ଠ।
  • ବୈଦେ. ବି. (ଆ) — [ଦ୍ର—ଓଡ଼ିଶାରେ ଇଂରାଜି ଅମଳ ଆରମ୍ଭରେ ଜିଲ୍ଲାର ରାଜଧାନୀରେ ଥିବା କାଜିମାନଙ୍କଦ୍ୱାରା ଦଲିଲମାନ ରେଜିଷ୍ଟରି କରା ଯାଉଥିଲା।]