କାଛେ କାଛେ Kāchhe kāchhe

  • ପ୍ରାଦେ. (ମେଦିନୀପୁର) କ୍ରି. ବିଣ. (ତୁଳ. ବଂ. କାଛେ କାଛେ) — ପାଖେ ପାଖେ; ଅତି ନିକଟରେ — Besides; by the side of
  • ପ୍ରାଦେ. (ମେଦିନୀପୁର) କ୍ରି. ବିଣ. (ତୁଳ. ବଂ. କାଛେ କାଛେ) — ଗୋରୁଙ୍କ ଶିଙ୍ଗ ଧରି ନାଚେ ବୁଲନ୍ତି ଅଗ୍ନି କାଛେ କାଛେ। ଜଗନ୍ନାଥ, ଭାଗବତ।