କାକମାଚୀ Kākamāchī
- ସଂ. ବି. — କାକଚିଞ୍ଚା 3 (ଦେଖ) — କାକଚିଞ୍ଚା3(ଦେଖ). Kākachin̄chā 3 (See) Nightshade
- ସଂ. ବି. — ଲୁଣିଲୁଣିକା କୋଳି (ଦେଖ) — Luṇiluṇikā koḻi (See)
- ସଂ. ବି. — [ଦ୍ର—ଏହା ତ୍ରିଦୋଷନାଶକ, ସ୍ନିଗ୍ଧ, ଉଷ୍ଣବୀର୍ଯ୍ୟ, ସ୍ୱରପ୍ରସାଦକ, ଶୁକ୍ରବର୍ଦ୍ଧକ, ତିକ୍ତ—କଟୁ—ରସ, ରସାୟନ ଓ ଚକ୍ଷୁର ହିତକର। ଏହା ଶୋଥ, କୁଷ୍ଠ, ଅର୍ଶ, ପ୍ରମେହ, ଜ୍ୱର, ହିକ୍କା, ବମି ଓ ହୃଦରୋଗନାଶକ।]