କାକବୈରୀ Kākaba̲i̱rī

  • ସଂ. ବି. ( 6 ଷ୍ଠୀ ତତ୍; କାକ+ବୈରୀ) — ପେଚକ; ପେଚା — Owl
  • ସଂ. ବି. ( 6 ଷ୍ଠୀ ତତ୍; କାକ+ବୈରୀ) — [ଦ୍ର—ଦିବସରେ ପେଚାଟାଏ ଦେଖାଗଲେ ତାକୁ କୁଆମାନେ ଅସ୍ତବ୍ୟସ୍ତ କରି ତା ପଛେ ପଛେ ଗୋଡାଇ ତାକୁ ଖୁମ୍ପିପକାନ୍ତି।]