କାକଭୂଷଣ୍ଡୀ Kākabhūshaṇḍī

  • ସଂ. ବି. — କାକରୂପଧାରୀ ଋଷିବିଶେଷ — A sage who assuming the form of a cow picked up the leavings of Bishnu and became four-armed and immortal
  • ସଂ. ବି. — [ଦ୍ର—ଏ ଋଷିଙ୍କ ନାମ ଭୂଷଣ୍ଡୀ; ଏ କାକରୂପ ଧରି ବିଷ୍ଣୁଙ୍କ ଅଇଁଠା ଖାଇ ଚତୁର୍ଭୁଜ ଓ ଅମର ହୋଇଥିଲେ। ଏ ରୂପ ଏ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ମନ୍ଦିରବେଢ଼ାର ଅଛି।]