କାକରକର Kākarakara

  • ଦେ. ବି. (ବହୁବ୍ରୀହି) — ଚନ୍ଦ୍ର; ଶୀତକର — The moon
  • ଦେ. ବି. (ବହୁବ୍ରୀହି) — ସାକରସାର ମଧୁରଭାଷୀ, କାକରକର କିରଣହାସୀ—କବିସୂର୍ଯ୍ୟ, ସଙ୍ଗୀତ।