କାକପାଦ Kākapāda

  • ସଂ. ବି. ( 6 ଷ୍ଠୀ ତତ; କାକ+ପାଦ; ଏହାର ଆକୃତି କାକପଦବତ୍ ବଙ୍କା ଥିବାରୁ) — କୁଆ ଗୋଡ଼ ପରି ବକ୍ର ଚିହ୍ନ — A mark of a crow's foot or similar mark or figure (M.W.)
  • ସଂ. ବି. ( 6 ଷ୍ଠୀ ତତ; କାକ+ପାଦ; ଏହାର ଆକୃତି କାକପଦବତ୍ ବଙ୍କା ଥିବାରୁ) — (ବୈଦ୍ଯକ) ଦେହର ଚର୍ମରେ କାକପାଦ ପରି ହେବା ଚିହ୍ନ ବା ରେଖା — Marks or lines in the skin similar to a crow's foot (M.W.)
  • ସଂ. ବି. ( 6 ଷ୍ଠୀ ତତ; କାକ+ପାଦ; ଏହାର ଆକୃତି କାକପଦବତ୍ ବଙ୍କା ଥିବାରୁ) — ପାଣ୍ଡୁଲିପି ଆଦିରେ କୌଣସି ଶଦ୍ଦ ବା ବାକ୍ୟ ଯୋଗ କରିବାକୁ ହେଲେ ଯୋଗ କରାଯିବା ସ୍ଥାନରେ ଦିଆଯିବା କାକପଦବତ୍ ^ ଚିହ୍ନ — The sign ^ orin manuscripts marking an omission (M.W.); a caret
  • ସଂ. ବି. ( 6 ଷ୍ଠୀ ତତ; କାକ+ପାଦ; ଏହାର ଆକୃତି କାକପଦବତ୍ ବଙ୍କା ଥିବାରୁ) — ରତିବନ୍ଧବିଶେଷ — Modus coeundi (M.W.); a particular mode of coition