କାକବଲ୍ଲରୀ Kākaballarī

  • ସଂ. ବି — ଏକ ପ୍ରକାର ବନ୍ୟ ଔଷଧି ଲତା — A medicinal creeper
  • ସଂ. ବି — [ଦ୍ର—ଏହା ଶିରୋରୋଗ ଓ ତ୍ରିଦୋଷନାଶକ। ବଙ୍ଗଳା—ଦ୍ରବ୍ଯଗୁଣ।]