କାକଧ୍ୱଜ Kākadhwaja

  • ସଂ. ବି. (ବହୁବ୍ରୀହି; କାକ=ଈଷତ୍ ଜଳ ବା ବାଷ୍ପ+ଧ୍ୱଜା =ଧ୍ୱଜା ସଦୃଶ; ବାଷ୍ପ ଯାହାର ଧ୍ୱଜା ପରି ଦେଖାଯାଏ) — ବାଡ଼ବାନଳ; ସମୁଦ୍ରସ୍ଥ ଅଗ୍ନି — Submarine fire
  • ସଂ. ବି. (ବହୁବ୍ରୀହି; କାକ=ଈଷତ୍ ଜଳ ବା ବାଷ୍ପ+ଧ୍ୱଜା =ଧ୍ୱଜା ସଦୃଶ; ବାଷ୍ପ ଯାହାର ଧ୍ୱଜା ପରି ଦେଖାଯାଏ) — ଯେଉଁ ଧ୍ୱଜାରେ କାକଚିହ୍ନ ଅଙ୍କିତ ହୋଇଥାଏ — A flag containing the representation of a crow