କାକପକ୍ଷ Kākapaksha
- ସଂ. ବି. (କାକ+ପକ୍ଷ) — ଶିଖଣ୍ଡକ; ମସ୍ତକର ଦୁଇ ପାର୍ଶ୍ୱରେ କେଶରଚନାବିଶେଷ; ଝାମ୍ପୁଲି ବାଳ — A manner of dressing the hair
- ସଂ. ବି. (କାକ+ପକ୍ଷ) — ଗଣ୍ଡଦେଶର ଦୁଇ ପାଖରେ ଲମ୍ବମାନ ଅନତିଦୀର୍ଘ କେଶ; ବାଗୁଲିବାଳ; ଯୁଲୁପିବାଳ; ବବୁରବାଳ — Two short tufts of hair hanging from near the top of the ears down the cheeks; side-lock