କଶ୍ମଳ Kaṡmaḻa
- ସଂ. ବି. (କଶ୍ ଧାତୁ=ଆଘାତ କରିବା+କର୍ତ୍ତୃ. ମଳ) — ମୂର୍ଚ୍ଛା; ମୋହ — Fainting; swoon
- ସଂ. ବି. (କଶ୍ ଧାତୁ=ଆଘାତ କରିବା+କର୍ତ୍ତୃ. ମଳ) — ଅବସାଦ — Stupefaction; faintheartedness; depression of spirits
- ସଂ. ବି. (କଶ୍ ଧାତୁ=ଆଘାତ କରିବା+କର୍ତ୍ତୃ. ମଳ) — ନିରାଶା — Despair
- ସଂ. ବି. (କଶ୍ ଧାତୁ=ଆଘାତ କରିବା+କର୍ତ୍ତୃ. ମଳ) — କିଂକର୍ତ୍ତବ୍ଯବିମୁଢ଼ତା; ଘାବରା; ଛାନିଆଁ — Consternation; bewilderment
- ସଂ. ବି. (କଶ୍ ଧାତୁ=ଆଘାତ କରିବା+କର୍ତ୍ତୃ. ମଳ) — ଦୁରାଚାର; ବ୍ୟସନ — Wantonness; Wickedness
- ସଂ. ବି. (କଶ୍ ଧାତୁ=ଆଘାତ କରିବା+କର୍ତ୍ତୃ. ମଳ) — ପାପ — Sin
- ସଂ. ବି. (କଶ୍ ଧାତୁ=ଆଘାତ କରିବା+କର୍ତ୍ତୃ. ମଳ) — ଭୀରୁତା — Timidity; pusillanimity
- ସଂ. ବି. (କଶ୍ ଧାତୁ=ଆଘାତ କରିବା+କର୍ତ୍ତୃ. ମଳ) — ଅପବିତ୍ରତା — Impurity
- ସଂ. ବିଣ. ପୁଂ. — ପାପୀ — Sinful; Sinning
- ସଂ. ବିଣ. ପୁଂ. — କୁତ୍ସିତ — Ugly
- ସଂ. ବିଣ. ପୁଂ. — ମଳିନ; ମଇଳା — Dirty; foul
- ସଂ. ବିଣ. ପୁଂ. — ଅପବିତ୍ର — Impure