କଶ୍କଶ୍ Kaṡkaṡ
- ଦେ. ଅ — ରୋଗ ଆକ୍ରମଣ କରିବା ପୂର୍ବରୁ ବ୍ଯଥାଯୁକ୍ତ ବା ବ୍ୟାକୁଳ (ଶରୀର) — (body of a person) Feeling languid before the attack of a disease
- ଦେ. ଅ — [ଦ୍ର—ଜ୍ୱର ଆଦି ଆକ୍ରମଣ କରିବା ପୁର୍ବରୁ ଦେହ ଭିଡ଼ିମୋଡ଼ି ହୁଏ ଓ ଆଳସ୍ୟ ବୋଧ ହୁଏ; ଏହାକୁ ଦେହ କଶ୍କଶ୍ ହେବା କହନ୍ତି।]