କଶ୍ (ଧାତୁ) Kaṡ (root)

  • ସଂ — ଗମନ କରିବା — To go
  • ସଂ — ବଧ କରିବା — To kill
  • ସଂ — ଶବ୍ଦ କରିବା — To sound
  • ସଂ — ଆଘାତ କରିବା — To strike
  • ସଂ — ଦଣ୍ଡ ଦେବା — To punish