କଶ୍ୟପ Kaṡyapa
- ସଂ. ବି. (କଶ୍ୟ=ମଦ୍ୟ+ପା ଧାତୁ=ପିଇବା+କର୍ତ୍ତୃ. ଅ) — ମୁନିବିଶେଷ — Name of a mythical saga
- ସଂ. ବି. (କଶ୍ୟ=ମଦ୍ୟ+ପା ଧାତୁ=ପିଇବା+କର୍ତ୍ତୃ. ଅ) — କଶ୍ୟପ ବୋଇଲେ ମୁଁ କାଶ ଫୁଲ ବର୍ଣ୍ଣ, ହେବାରୁ କଶ୍ୟପଟି ମୋର ନାମ ଘେନ। କୃଷ୍ଣସିଂହ, ମହାଭାରତ, ଅନୁଶାସନ ପର୍ବ।
- ସଂ. ବି. (କଶ୍ୟ=ମଦ୍ୟ+ପା ଧାତୁ=ପିଇବା+କର୍ତ୍ତୃ. ଅ) — [ଦ୍ର—ଏ ମରୀଚିଙ୍କ ପୁତ୍ର ଥିଲେ। ଏ ଅଦିତିଙ୍କୁ ଓ ଦକ୍ଷପ୍ରଜାପତିଙ୍କର ଅନ୍ଯ 12 ଟି କନ୍ୟାଙ୍କୁ ବିବାହ କରିଥିଲେ। ଅଦିତିଙ୍କ ଗର୍ଭରେ ଏହାଙ୍କ ଠାରୁ ଆଦିତ୍ୟ; ବିବସ୍ୱାନ୍ ଓ ବାମନ ଜନ୍ମିଥିଲେ, ଓ ଅନ୍ଯ 12 ଜଣ ପତ୍ନୀଙ୍କ ଗର୍ଭରୁ ଦୈତ୍ୟ, ନାଗ, ସରୀସୃପ, ପକ୍ଷୀ ଓ ଅନ୍ଯ ଜୀବମାନେ ଜନ୍ମିଲେ। ଏ ସପ୍ତର୍ଷି ମଧ୍ୟରେ ଏକତମ, ଏ ପରଶୁରାମ ଓ ରାମଚନ୍ଦ୍ରଙ୍କ ପୁରୋହିତ ଥିଲେ ଓ ଋଗ୍ବେଦର କେତେଗୁଡ଼ିଏ ସୁକ୍ତ ରଚନା କରିଥିଲେ। ଏ ମଧ୍ୟ ଗୋଟିଏ ସଂହିତା ବା ସ୍ମୃତିଶାସ୍ତ୍ରର ପ୍ରଣେତା ଥିଲେ।] — [ଦ୍ର—ଏ ମରୀଚିଙ୍କ ପୁତ୍ର ଥିଲେ ଏ ଅଦିତିଙ୍କୁ ଓ ଦକ୍ଷପ୍ରଜାପତିଙ୍କର ଅନ୍ଯ12ଟି କନ୍ୟାଙ୍କୁ ବିବାହ କରିଥିଲେ ଅଦିତିଙ୍କ ଗର୍ଭରେ ଏହାଙ୍କ ଠାରୁ ଆଦିତ୍ୟ; ବିବସ୍ୱାନ୍ ଓ ବାମନ ଜନ୍ମିଥିଲେ, ଓ ଅନ୍ଯ12ଜଣ ପତ୍ନୀଙ୍କ ଗର୍ଭରୁ ଦୈତ୍ୟ, ନାଗ, ସରୀସୃପ, ପକ୍ଷୀ ଓ ଅନ୍ଯ ଜୀବମାନେ ଜନ୍ମିଲେ ଏ ସପ୍ତର୍ଷି ମଧ୍ୟରେ ଏକତମ, ଏ ପରଶୁରାମ ଓ ରାମଚନ୍ଦ୍ରଙ୍କ ପୁରୋହିତ ଥିଲେ ଓ ଋଗ୍ବେଦର କେତେଗୁଡ଼ିଏ ସୁକ୍ତ ରଚନା କରିଥିଲେ ଏ ମଧ୍ୟ ଗୋଟିଏ ସଂହିତା ବା ସ୍ମୃତିଶାସ୍ତ୍ରର ପ୍ରଣେତା ଥିଲେ]
- ସଂ. ବି. (କଶ୍ୟ=ମଦ୍ୟ+ପା ଧାତୁ=ପିଇବା+କର୍ତ୍ତୃ. ଅ) — ମୃଗବିଶେଷ — A kind of deer
- ସଂ. ବି. (କଶ୍ୟ=ମଦ୍ୟ+ପା ଧାତୁ=ପିଇବା+କର୍ତ୍ତୃ. ଅ) — ମତ୍ସ୍ୟବିଶେଷ — A sort of fish
- ସଂ. ବି. (କଶ୍ୟ=ମଦ୍ୟ+ପା ଧାତୁ=ପିଇବା+କର୍ତ୍ତୃ. ଅ) — କର୍କଟ ରାଶି; (ତୁଳ. ଫା. କସଫ୍=କର୍କଟ ରାଶି) — The censtellation Cancer
- ଦେ. ବି. — ହରଣ୍ୟକଶିପୁ — Name of a demon, father of Prahlāda
- ଦେ. ବି. — ଜୟ କଶ୍ୟପ ବିଦାରୀ ନରସିଂହ, ଯେହ୍ନେ କମଳ ମଧ୍ୟରେ ତନୁ ଭୃଙ୍ଗ। ପ୍ରାଚୀ, ରସବାରିଧି।