କଶାର୍ହ Kaṡārha

  • ସଂ. ବିଣ (କଶା+ଅର୍ହ ଧାତୁ=ଯୋଗ୍ୟ ହେବା+କର୍ତ୍ତୃ. ଅ) — ଚାବୁକମାଡ଼ ଖାଇବା ଉପଯୁକ୍ତ; କଶାଘାତ— ଯୋଗ୍ୟ — Fit to be whipped; deserving a whipping