କଶା Kaṡa
- ସଂ. ବି—(କଶ୍ ଧାତୁ=ବଧ କରିବା+କରଣ. ଅ+ସ୍ତ୍ରୀ. ଆ) — ଚାବୁକ୍; କୋରଡ଼ା — Whip; thong
- ସଂ. ବି—(କଶ୍ ଧାତୁ=ବଧ କରିବା+କରଣ. ଅ+ସ୍ତ୍ରୀ. ଆ) — ଲଗାମ — The rein of a horse; bridle
- ସଂ. ବି—(କଶ୍ ଧାତୁ=ବଧ କରିବା+କରଣ. ଅ+ସ୍ତ୍ରୀ. ଆ) — ଦଉଡ଼ି; ସୁତୁଲି — String; rope (W. M)
- ସଂ. ବି—(କଶ୍ ଧାତୁ=ବଧ କରିବା+କରଣ. ଅ+ସ୍ତ୍ରୀ. ଆ) — ଚାବୁକ୍ ମାଡ଼ — Whipping; flogging (M.W.)
- ସଂ. ବି—(କଶ୍ ଧାତୁ=ବଧ କରିବା+କରଣ. ଅ+ସ୍ତ୍ରୀ. ଆ) — ମୁଁହ; ପାଟି — Face; mouth (M.W.)
- ସଂ. ବି—(କଶ୍ ଧାତୁ=ବଧ କରିବା+କରଣ. ଅ+ସ୍ତ୍ରୀ. ଆ) — ଗୁଣ — Quality (M.W.)
- ଦେ. ବି. — କଷା (ଦେଖ) — Kashā (See)