କର Kara
- ସଂ. ବି (କୃ ଧାତୁ=କରିବା+କର୍ମ. ଅ; କୃ=ନିକ୍ଷେପ କରିବା+ କର୍ମ. ଅ) — କିରଣ — Ray of light
- ସଂ. ବି (କୃ ଧାତୁ=କରିବା+କର୍ମ. ଅ; କୃ=ନିକ୍ଷେପ କରିବା+ କର୍ମ. ଅ) — କରକା; କୁଆପଥର — Hailstone
- ସଂ. ବି (କୃ ଧାତୁ=କରିବା+କର୍ମ. ଅ; କୃ=ନିକ୍ଷେପ କରିବା+ କର୍ମ. ଅ) — ରାଜସ୍ୱ; ଖଜଣା — Revenue; rent
- ସଂ. ବି (କୃ ଧାତୁ=କରିବା+କର୍ମ. ଅ; କୃ=ନିକ୍ଷେପ କରିବା+ କର୍ମ. ଅ) — ଶୁଳ୍କ — Tax; cess
- ସଂ. ବି (କୃ ଧାତୁ=କରିବା+କର୍ମ. ଅ; କୃ=ନିକ୍ଷେପ କରିବା+ କର୍ମ. ଅ) — ହସ୍ତ — Hand
- ସଂ. ବି (କୃ ଧାତୁ=କରିବା+କର୍ମ. ଅ; କୃ=ନିକ୍ଷେପ କରିବା+ କର୍ମ. ଅ) — ହସ୍ତିଶୁଣ୍ଢ — Elephant's trunk
- ସଂ. ବି (କୃ ଧାତୁ=କରିବା+କର୍ମ. ଅ; କୃ=ନିକ୍ଷେପ କରିବା+ କର୍ମ. ଅ) — ବ୍ରାହ୍ମଣମାନଙ୍କର ବଂଶୋପାଧିବିଶେଷ — A family-title of Brahmans
- ସଂ. ବି (କୃ ଧାତୁ=କରିବା+କର୍ମ. ଅ; କୃ=ନିକ୍ଷେପ କରିବା+ କର୍ମ. ଅ) — (କୃ ଧାତୁ=କରିବା+କର୍ତ୍ତୃ. ଅ) କର୍ତ୍ତା — Doer
- ସଂ. ବି (କୃ ଧାତୁ=କରିବା+କର୍ମ. ଅ; କୃ=ନିକ୍ଷେପ କରିବା+ କର୍ମ. ଅ) — (ଉପପଦର ପରେ ଥିଲେ)—କାରକ; ଜନକ (ଯଥା—ଭୟଙ୍କର, ଅର୍ଥକର, ବଳକର, ଲଜ୍ଜାକର) — A suffix denoting doing, producing and resulting in, and having the same meaning as the 'er' suffix in English
- ଗ୍ରା. (ଇତର) ବି (ତୁଳନାକର ଘରବାଡ଼ି ସ୍ଥଳରେ ଘରବାରି; ତୁଳ. ହି. କରୱଟ୍) — ପାର୍ଶ୍ୱ; କଡ଼ — Side; flank
- ଗ୍ରା. (ଇତର) ବି (ତୁଳନାକର ଘରବାଡ଼ି ସ୍ଥଳରେ ଘରବାରି; ତୁଳ. ହି. କରୱଟ୍) — ଯଥା—('କଡ଼' ସଙ୍ଗେ ବ୍ଯବହୃତ ଦେଶଜ ଶବ୍ଦମାନ 'କର' ସଙ୍ଗେ ଇତରଲୋକଙ୍କଦ୍ୱାରା ବ୍ଯବହୃତ ହୁଏ, ଯଥା—କଉପଟ; କରବାଗ।)
- ଦେ. ବି — ବଙ୍ଗଦେଶରେ ତାମ୍ବୁଳୀ ଜାତିର ବଂଶୋପାଧି ବିଶେଷ — A family-title amongst the betel-farmers and betel sellers in Bengal