କର ତାଡ଼ିବା Kara tāṟḍ̠ibā
- ଦେ. କ୍ରି — ଶୋକ ବା ଅନୁତାପ ଯୋଗୁଁ କରଦ୍ୱାରା ନିଜର ବକ୍ଷସ୍ଥଳ ଓ କପାଳ ଆଦି ଆଘାତ କରିବା — To strike one's palm on the head or breast in an agony of grief or repentance
- ଦେ. କ୍ରି — ଜଳପୁଛୁ, ବିଳପୁଛୁ, ଏବେ ଉରେ କର ତାଡ଼ିରେ। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. କ୍ରି — ଜଳପୁଛୁ, ବିଳପୁଛୁ, ଏବେ ଉରେ କର ତାଡ଼ିରେ। କବିସୂର୍ଯ୍ୟ, ସଙ୍ଗୀତ।