କର ଯୋଡ଼ିବା Kara j̄oṟḍ̠ibā

  • ଦେ. କ୍ରି (ସଂ. କର+ଯୁଜ ଧାତୁ) — ନମସ୍କାର କରିବା — To bow down; to salute
  • ଦେ. କ୍ରି (ସଂ. କର+ଯୁଜ ଧାତୁ) — ଦେବ ପ୍ରସାଦ ମତି, ଜନମିବାରୁ ନିତି ବଲ୍ଲୀକ ଦେଖି କର ଯୋଡ଼ିଲି ରେ —କବିସୂର୍ଯ୍ୟ, ସଂଗୀତ।
  • ଦେ. କ୍ରି (ସଂ. କର+ଯୁଜ ଧାତୁ) — ଦୁଇ ହାତ ମିଳିତ କରିବା — To fold both the hands