କର ଧରିବା Kara dharibā

  • ଦେ. (ପଦ୍ଯ) କ୍ରି — ପାଣିଗ୍ରହଣ କରିବା; ବିବାହ କରିବା; ବିଭା ହେବା — To marry
  • ଦେ. (ପଦ୍ଯ) କ୍ରି — ମୋର କର ଧରି ତୋର କରମେ ବିମ୍ବୋଷ୍ଠି, ଲେଖିଥିଲା ଏହା ଯେ ଦୁଷ୍ଟ ପରମେଷ୍ଠୀ— କୃଷ୍ଣସିଂହ, ମହାଭାରତ, ବନ।