କର୍ଷୂ Karshū
- ସଂ. ବି. (କୃଷ ଧାତୁ+କର୍ମ. ଊ) — ଘସି ନିଆଁ — Fire of dried cowdung
- ସଂ. ବି. (କୃଷ ଧାତୁ+କର୍ମ. ଊ) — କୁଲ୍ୟା; କୃତ୍ରିମ ନାଳ — Artificial canal
- ସଂ. ବି. (କୃଷ ଧାତୁ+କର୍ମ. ଊ) — ଜୀବିକା — Livelihood
- ସଂ. ବି. (କୃଷ ଧାତୁ+କର୍ମ. ଊ) — (+ଭାବ. ଊ) କୃଷି — Cultivation
- ସଂ. ବି. (କୃଷ ଧାତୁ+କର୍ମ. ଊ) — କ୍ଷେତ୍ରରେ ହଳର ଗାର — A Furrow
- ସଂ. ବି. (କୃଷ ଧାତୁ+କର୍ମ. ଊ) — ଇଷ୍ଟଖାତ; ଶ୍ରାଦ୍ଧବେଳେ ପିଣ୍ଡଦାନ ଉଦ୍ଦେଶ୍ୟରେ କରାଯିବା କୃତ୍ରିମ ଖାତ — A canal dug for offering rice-cakes to the manes