କର୍ଷାପଣ Karshāpaṇa

  • ସଂ. ବି. (କର୍ଷ+ଆପଣ) — କାହାଣ; ଷୋଳ ପଣ; 1280 କଡ଼ା କରଡ଼ି (ମଦ୍ରାରୂପେ ଏହା ପୂର୍ବକାଳରେ ପ୍ରଚଳିତ କଉଡ଼ିର ସଂଖ୍ୟାସୂଚକ ପରିମାଣବିଶେଷ) — କାହାଣ; ଷୋଳ ପଣ;1280କଡ଼ା କରଡ଼ି (ମଦ୍ରାରୂପେ ଏହା ପୂର୍ବକାଳରେ ପ୍ରଚଳିତ କଉଡ଼ିର ସଂଖ୍ୟାସୂଚକ ପରିମାଣବିଶେଷ)— 16. annas; one Kāhāṇa