କର୍ହିଚିତ୍ Karhichit

  • ସଂ. ଅ (କର୍ହି+ଅନିଶ୍ଚିତାର୍ଥେ. ଚିତ୍) — କେବେ ହେଲେ, କୌଣସି କାଳରେ ସୁଦ୍ଧା — At any time whatever; whenever
  • ସଂ. ଅ (କର୍ହି+ଅନିଶ୍ଚିତାର୍ଥେ. ଚିତ୍) — କୌଣସି ସମୟରେ — At any time