କର୍ଷଣୀୟ Karshaṇīya

  • ସଂ. ବିଣ. (କୃଷ ଧାତୁ+କର୍ମ. ଅନୀୟ) — ଚାଷ ହେବାର ଉପଯୁକ୍ତ — Cultivable, arable
  • ସଂ. ବିଣ. (କୃଷ ଧାତୁ+କର୍ମ. ଅନୀୟ) — ଆକର୍ଷଣୀୟ; ଟଣାହେବାର ଯୋଗ୍ୟ — To be drawn or pulled