କରପାଳ Karapāḻa

  • ସଂ. ବି. (କର+ପାଳି ଧାତୁ+କରଣ. ଅ) — ଖଡ୍ଗ; ଖଣ୍ଡା — Sword
  • ସଂ. ବି. (କର+ପାଳି ଧାତୁ+କରଣ. ଅ) — ହସ୍ତଯଷ୍ଟି; ହାତବାଡ଼ି — A walking stick
  • ସଂ. ବି. (କର+ପାଳି ଧାତୁ+କରଣ. ଅ) — ହାତର ନଖ — Finger-nails of the hand