କରପାଳୀ Karapāḻī

  • ସଂ. ବି. (କରପାଳ+ସ୍ତ୍ରୀ. ଈ. କ୍ଷୁଦ୍ରାର୍ଥେ) — କ୍ଷୁଦ୍ର ଖଡ୍ଗ — A scimitar; a small sword
  • ସଂ. ବି. (କରପାଳ+ସ୍ତ୍ରୀ. ଈ. କ୍ଷୁଦ୍ରାର୍ଥେ) — ଛୋରା; ଛୁରି — Dagger
  • ସଂ. ବି. (କରପାଳ+ସ୍ତ୍ରୀ. ଈ. କ୍ଷୁଦ୍ରାର୍ଥେ) — କ୍ଷୁଦ୍ର ଗଦାକାର ଦଣ୍ଡ; ମୁଦ୍ଗର — Mace; mallet