କରପତ୍ର ଯୋଡ଼ିବା Karapatra joṟḍ̠ibā

  • ଦେ. କ୍ରି — ଦୁଇ ହାତ ଯୋଡ଼ି ନମସ୍କାର କରିବା — To make obeisance by joining the two palms
  • ଦେ. କ୍ରି — ଦୁଇ କରତଳ ଯୋଡ଼ି ପ୍ରାର୍ଥନା କରିବା — To pray by joining the two palms
  • ଦେ. କ୍ରି — କରପତ୍ର ଯୋଡ଼ି ବିଜୟ ବାହୁଡ଼ା ଯାତି ରଣଲକ୍ଷ୍ମୀ ପଦେ। ରାଧାନାଥ, ମହାଯାତ୍ରା।
  • ଦେ. କ୍ରି — (ଲକ୍ଷଣାର୍ଥ) ଭୟରେ ବା ସମ୍ମାନରେ ଦୁଇ କରତଳକୁ ସିଧା କରି ଯୋଡ଼ି ନମସ୍କାର କରିବା ଭଳି କରିବା — To fold both palms in a posture of supplication in fear or in awe
  • ଦେ. କ୍ରି — (ଲକ୍ଷଣାର୍ଥ) ଆଜ୍ଞାବର୍ତ୍ତୀ ହୋଇ ରହିବା — (figurative) To be in a position of slavish obedience or supplication (indicating fear or servility)