କରପଲ୍ଲବ Karapallaba

  • ସଂ. ବି. (ଉପମିତ କର୍ମଧା; କର+ପଲ୍ଲବ; ପଲ୍ଲବ ସଦୃଶ କର) — ପାଞ୍ଚ ଆଙ୍ଗୁଠି ସନ୍ଧିଶୂନ୍ଯ ହୋଇ ସରଳ ଭାବରେ ପତ୍ର ପରି ବିସ୍ତୃତ ହୋଇଥିବା କରତଳ — The palm extended plainly with all the five fingers adhering to each other
  • ସଂ. ବି. (ଉପମିତ କର୍ମଧା; କର+ପଲ୍ଲବ; ପଲ୍ଲବ ସଦୃଶ କର) — ନବପଲ୍ଲବ ପରି ଶୋଭାଯୁକ୍ତ, କୋମଳ ଓ ରକ୍ତାଭ କରତଳ — Reddish and soft palms (compared to new red and tender leaves)
  • ସଂ. ବି. (ଉପମିତ କର୍ମଧା; କର+ପଲ୍ଲବ; ପଲ୍ଲବ ସଦୃଶ କର) — ( 6 ଷ୍ଠୀ ତତ୍) ଅଙ୍ଗୁଳି; ହାତ ଆଙ୍ଗୁଠି — (6ଷ୍ଠୀ ତତ୍) ଅଙ୍ଗୁଳି; ହାତ ଆଙ୍ଗୁଠି— . Finger of the hand
  • ଦେ. ବି — ଜଗନ୍ନାଥ ମହାପ୍ରଭୁଙ୍କ ହାତଅଗରେ ଦିଆଯିବା ଚେପଟା ଓ ଗୋଲ ପତ୍ରାକାରରେ ଗ୍ରଥିତ ପୁଷ୍ପମଣ୍ଡଳ — A thin nosegay in the shape of a circular leaf put on the arms of the idol Jagannātha at Puri