କମଠଗତି Kamaṭhagati
- ସଂ. ବି ( 6 ଷ୍ଠୀ ତତ; କମଠ+ଗତି) — କଚ୍ଛପର ଗମନ — The movement of a tortoise
- ସଂ. ବି ( 6 ଷ୍ଠୀ ତତ; କମଠ+ଗତି) — ଧୀରମନ୍ଥର ଗତି — Very slow motion
- ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — ମନ୍ଥରଗତିବିଶିଷ୍ଟ — Having the speed of a tortoise; having a very slow motion
- ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — ଅର୍ଦ୍ଧନିମୀଳିତ ନେତ୍ରେ ଆସୁଅଛି ମଠେ, ଆଳସ୍ୟ କମଠଜତି, କୁତ୍ସିତ ମୂରତି—ମହାଯାତ୍ରା।