କମଇ Kamai

  • ଦେ. ବି. (ସଂ. କର୍ମ) — ଉପାର୍ଜନ; ଅର୍ଜନ — Earning
  • ଦେ. କ୍ରି. (କମିବା କ୍ରିୟାର ବର୍ତ୍ତମାନ କାଳ 3 ୟ ପୁଂ. 1 ବ.) — କମିଯାଏ — To become less