କମ Kama

  • ଦେ. ବି (ସଂ. କର୍ମ) — କାରୁକାର୍ଯ୍ୟ; ସୂକ୍ଷ୍ମ ଶିଳ୍ପ — Ornamental work; fretwork
  • ଦେ. ବି (ସଂ. କର୍ମ) — ଅମରାବତୀ ତାକୁ ନୋହେ ସମ, ବିଶ୍ୱକର୍ମାରେ ସେ ନିର୍ମିତ କମ। ପ୍ରାଚୀ, ଉଷାଭିଳାଷ—ଶିଶୁଶଙ୍କର।
  • ଦେ. ବି (ସଂ. କର୍ମ) — କାରୁକାର୍ଯ୍ୟବିଶିଷ୍ଟ ହସ୍ତର ଅଳଙ୍କାରବିଶେଷ — A kind of artistic bracelet or wristlet
  • ଦେ. ବି (ସଂ. କର୍ମ) — କମ ଆଦି ଖଡ଼ୁବାହୀ ହସ୍ତରେ ଶୋହିଏ—ଭଞ୍ଜ, ଲାବଣ୍ୟବତୀ।
  • ଦେ. ବି (ସଂ. କର୍ମ) — ଅଳଙ୍କାର — Ornament
  • ଦେ. ବି (ସଂ. କର୍ମ) — ବାଦ୍ୟବିଶେଷ — A kind of drum
  • ଦେ. ବି (ସଂ. କର୍ମ) — (ଥଟାରିଙ୍କ ଭାଷା) ଥଟାରିଙ୍କ ଗଢ଼ା ନୂଆ ଜିନିସ — New utensils made by bellmetal-workers or braziers
  • ଦେ. ବିଣ — କାରୁକାର୍ଯ୍ୟ୍ୟବିଶିଷ୍ଟ — Artistic
  • ଦେ. ବିଣ — ଚରଣେ ନାନା କମ ମଞ୍ଜାର ଶବତ ପରକଟ। ଭକ୍ତଦାସ. ମଥୁରାମଙ୍ଗଳ।
  • ଦେ. ବିଣ — କମନୀୟ; ସୁନ୍ଦର — Beautiful
  • ଦେ. ବିଣ — କମ (ଦେଖ) — Kam (See)
  • ଦେ. କ୍ରି. ବିଣ — କମ୍ (ଦେଖ) — Kam (See)