କମଣ୍ଡଳୁ Kamaṇḍaḻu

  • ସଂ. ବି. (କ=ବ୍ରହ୍ମା; ଜଳ+ମଣ୍ଡ ଧାତୁ=ଭୂଷଣ କରିବା+ ଲା ଧାତୁ=ଦାନ କରିବା+କର୍ତ୍ତୃ. ଉ) — ସନ୍ନ୍ୟାସୀ ଓ ବ୍ରହ୍ମଚାରୀମାନଙ୍କର ମୃଣ୍ମୟ ବା କାଷ୍ଠମୟଜଳ— ପାତ୍ର (ଏହା ଢାଳ ପରି କିନ୍ତୁ ମୁହଁ ଚଉଡ଼ା ଓ ମୁହଁ ଉପରେ ହାତରେ ଧରିବାପାଇଁ ଗୋଟିଏ ଅର୍ଦ୍ଧଚନ୍ଦ୍ରାକୃତି ମୁଦିଆ ଥାଏ) — An earthen or wooden ewer used by ascetics, having a semicircular handle on the top (like a bucket)