କବିରବି Kabirabi

  • ସଂ. ବି ( 7 ମୀ ତତ୍;କବି+ରବି=ସୂର୍ଯ୍ୟ) — କବିଶ୍ରେଷ୍ଠ — A great poet
  • ଦେ. ବି — ଓଡ଼ିଶାର ପ୍ରଖ୍ୟାତନାମା କବିସୂର୍ଯ୍ୟ ବଳଦେବ ରଥଙ୍କ ନାମ — A name of the Oriya poet Kabisūrjya Baḻadeba Ratha