କବିତ୍ୱ Kabitwa

  • ସଂ. ବି. (କବି+ଭାବ.ତ୍ୱ) — କବିପଣ; କବିତା ରଚନା କରିବାର ସାମର୍ଥ୍ୟ — Capacity for composing poems
  • ଦେ. ବି. (ପ୍ରାଚୀନ ପଦ୍ଯ) (ସଂ. କବିତା) — କବିତା ରଚନା; ପଦ୍ଯରେ ରଚନା — Poetical composition; versification
  • ଦେ. ବି. (ପ୍ରାଚୀନ ପଦ୍ଯ) (ସଂ. କବିତା) — ଗ୍ରନ୍ଥକୁ କବିତ୍ୱ କଲେ ଆସି ମହାମୁନି—ସାରଳା, ମହାଭାରତ, ଆଦି।