କବିରାଜି Kabirāji
- ଦେ. ବି. — ବୈଦ୍ୟବୃତ୍ତ — The profession of a physician
- ଦେ. ବି. — ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତି — The Hindu medical system
- ଦେ. ବିଣ. — କବିରାଜଙ୍କ ସମ୍ବନ୍ଧୀୟ (ଔଷଧ ବା ରୋଗଚର୍ଯ୍ୟା) — (medicine or treatment) Relating to the Indian system of medicine