କବିକ Kabika
- ସଂ. ବି. (କବି+ସ୍ୱାର୍ଥେ. କ) — ଘୋଡ଼ାର ଲଗାମ — The reins or bridle of a horse
- ସଂ. ବି. (କବି+ସ୍ୱାର୍ଥେ. କ) — କଉ ମାଛ — A kind of fish; Anabas
- ସଂ. ବି. (କବି+ସ୍ୱାର୍ଥେ. କ) — ପୁଷ୍ପବିଶେଷ — Name of a flower
- ସଂ. ବି. (କବି+ସ୍ୱାର୍ଥେ. କ) — ମଲକ୍କା ଜାମ୍ରୁଲ; ମଲକ୍କା ଉପଦ୍ୱୀପ ଜାତ ବୃକ୍ଷ ଓ ତହିଁର ଗୋଲାପଜାମୁ ପରି ଫଳ—(ହି. ଶବ୍ଦସାଗର) — A kind of edible plummet-like berry and its tree