କବିଚନ୍ଦ୍ର ରଘୁନାଥ ପରୀକ୍ଷା Kabichandra raghunātha parikshā
- ଦେ. ବି. (ନାମ) — ଜଣେ ଓଡ଼ିଆ ପ୍ରାଚୀନ କବି; [ଏହାଙ୍କ ବାସସ୍ଥାନ ଗଞ୍ଜାମ ଜିଲା ପାରଳାଖେମଣ୍ଡିରେ। 'ଗୋପୀନାଥ— ବଲ୍ଲଭ' ନାମକ ନାଟକ ଏହାଙ୍କ ଦ୍ୱାରା ରଚିତ— ତାରିଣୀଚରଣ, ଉତ୍କଳ ସାହିତ୍ୟର ଇତିହାସ।] — Name of the author of an Oriya drama 'Gopinātha Ballabha'