କବାର୍ Kabār

  • ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. କବାର — କର୍ମ; କାର୍ଯ୍ୟ — Work
  • ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. କବାର — କାରବାର; ବେପାର — Trade; transactions