କବି Kabi

  • ସଂ. ବି. ପୁଂ ଓ ସ୍ତ୍ରୀ. (କବ ଧାତୁ=ସ୍ତୁତି କରିବା+କର୍ତ୍ତୃ. ଇ କିମ୍ବା କୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଇ) — କାବ୍ୟରଚକ; ପଦ୍ୟରଚକ — Composer of epic; poet; bard
  • ସଂ. ବି. ପୁଂ ଓ ସ୍ତ୍ରୀ. (କବ ଧାତୁ=ସ୍ତୁତି କରିବା+କର୍ତ୍ତୃ. ଇ କିମ୍ବା କୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଇ) — ଭବିଷ୍ୟଦ୍ଦ୍ରଷ୍ଟା ବ୍ଯକ୍ତି — Prophet; seer
  • ସଂ. ବି. ପୁଂ ଓ ସ୍ତ୍ରୀ. (କବ ଧାତୁ=ସ୍ତୁତି କରିବା+କର୍ତ୍ତୃ. ଇ କିମ୍ବା କୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଇ) — ବିଦ୍ୱାନ; ପଣ୍ଡିତ — Man of learning
  • ସଂ. ବି. ପୁଂ ଓ ସ୍ତ୍ରୀ. (କବ ଧାତୁ=ସ୍ତୁତି କରିବା+କର୍ତ୍ତୃ. ଇ କିମ୍ବା କୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଇ) — ସୂର୍ଯ୍ୟ — The sun
  • ସଂ. ବି. ପୁଂ ଓ ସ୍ତ୍ରୀ. (କବ ଧାତୁ=ସ୍ତୁତି କରିବା+କର୍ତ୍ତୃ. ଇ କିମ୍ବା କୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଇ) — ପେଚକ (ହି. ଶବ୍ଦସାଗର) — Owl
  • ସଂ. ବି. ପୁଂ ଓ ସ୍ତ୍ରୀ. (କବ ଧାତୁ=ସ୍ତୁତି କରିବା+କର୍ତ୍ତୃ. ଇ କିମ୍ବା କୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଇ) — ଶୁକ୍ରାଚାର୍ଯ୍ୟ; ଶୁକ୍ରଗ୍ରହ — The regent of the Gods; the planet Venus
  • ସଂ. ବି. ପୁଂ ଓ ସ୍ତ୍ରୀ. (କବ ଧାତୁ=ସ୍ତୁତି କରିବା+କର୍ତ୍ତୃ. ଇ କିମ୍ବା କୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଇ) — ବ୍ରହ୍ମା — Brahmā
  • ସଂ. ବି. ପୁଂ ଓ ସ୍ତ୍ରୀ. (କବ ଧାତୁ=ସ୍ତୁତି କରିବା+କର୍ତ୍ତୃ. ଇ କିମ୍ବା କୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଇ) — ଗୀତ ରଚୟିତା — A composer of songs
  • ସଂ. ବି. ପୁଂ ଓ ସ୍ତ୍ରୀ. (କବ ଧାତୁ=ସ୍ତୁତି କରିବା+କର୍ତ୍ତୃ. ଇ କିମ୍ବା କୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଇ) — (ନାମ) ରାଘବପାଣ୍ଡବୀୟ ସଂସ୍କୃତ କାବ୍ୟର ରଚୟିତାଙ୍କ ନାମ — Name of the author of the poem Rāghabapāṇḍabīya
  • ସଂ. ବି. ପୁଂ ଓ ସ୍ତ୍ରୀ. (କବ ଧାତୁ=ସ୍ତୁତି କରିବା+କର୍ତ୍ତୃ. ଇ କିମ୍ବା କୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଇ) — ବାଲ୍ମୀକି — Sage Bālmīki
  • ସଂ. ବି. ପୁଂ ଓ ସ୍ତ୍ରୀ. (କବ ଧାତୁ=ସ୍ତୁତି କରିବା+କର୍ତ୍ତୃ. ଇ କିମ୍ବା କୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଇ) — କଳିଆର; ଲଗାମ୍ — Bridle of a horse; reins
  • ଦେ. ବି. — ଗଉଡ଼ଙ୍କ ବଂଶୋପାଧିବିଶେଷ — A family-title of cowherds