କଫିବା Kāphibā

  • ଦେ. କ୍ରି. (ଆ. କାଫୀ=ଯଥେଷ୍ଟ) — ସଫଳ ହେବା — To be effective
  • ଦେ. କ୍ରି. (ଆ. କାଫୀ=ଯଥେଷ୍ଟ) — ପ୍ରୟୋଜନୀୟ ହେବା; କାମରେ ଲାଗିବା — To be of use
  • ଦେ. କ୍ରି. (ଆ. କାଫୀ=ଯଥେଷ୍ଟ) — ଅଣ୍ଟିବା; ଉପଯୁକ୍ତ ହେବା — To suffice; to be enough