କଫରୁଦ୍ଧ Kapharuddha

  • ସଂ. ବିଣ. ( 3 ୟା ତତ୍; କଫ+ରୁଦ୍ଧ) — ତଣ୍ଟିରେ କଫ ଜମା ହୋଇ ଯିବାରୁ ଯାହାର ନିଃଶ୍ୱାସ ରୁଦ୍ଧ ହୋଇଯାଏ — (a person) Asphyxated on account of the respiratory canal being blocked up by phlegm
  • ଦେ. ବି — କଫରୋଧ (ଦେଖ) — Kapharodha (See)