କଫିନ୍ Kaphin

  • ବୈଦେ. ବି. (ଇଂ. କଫ୍ଫିନ୍) — ପୋତା ହେବା ପୂର୍ବେ ମୁର୍ଦାରକୁ ଯେଉଁ ବାକ୍ସରେ ରଖନ୍ତି; ମୁର୍ଦାରକୁ ଯେଉଁ ବାକ୍ସରେ ପୂରାଇ ପୋତନ୍ତି — Coffin