କଫ୍ Kaph

  • ବୈଦେ. ବି (ଇଂ. କଫ୍) — କାମିଜର ଆସ୍ତିନ୍ ବା ହାତର ଶେଷରେ ଥିବା ଖୋଲା ଅଂଶ (ଯାହା ବୋତାମଦ୍ୱାରା ଖୋଲାଯାଏ ଓ ମୁଦା ହୁଏ) — Cuff of a shirt