କପୂରା Kapūrā

  • ଦେ. ବି. (ସଂ. କର୍ପୂରହରିଦ୍ରା) — ହଳଦି ପରି ଏକ — ପ୍ରକାର ମୂଳ; ଆମ୍ବକଷିଆ ଗଦ; ରାମକପୁରୀ— . A kind of tuber like turmeric
  • ଦେ. ବି. (ସଂ. କର୍ପୂରହରିଦ୍ରା) — ଜଳାଭୂମିରେ ଜାତ କର୍ପୂର ଗନ୍ଧବିଶିଷ୍ଟ ଲଟାଳିଆ ଶାକବିଶେଷ — Limnophila Gratioloides a herb
  • ଦେ. ବି. (ସଂ. କର୍ପୂରହରିଦ୍ରା) — [ଦ୍ର—ଏହାର ପତ୍ର ଗୁଚ୍ଛାକାର ଓ ବହୁଛିନ୍ନ ପକ୍ଷାକାର; ଫୁଲ ଧଳା, ନାଲିଟିପିଟିପିକିଆ, ପଞ୍ଚଦଳବିଶିଷ୍ଟ ଏବଂ ଓଷ୍ଠାକାର; କେଶର ଚାରିଗୋଟି ମଧ୍ୟରୁ ଦୁଇଟି ସାନ ଓ ଦୁଇଟି ଲମ୍ବା; ଫଳ ବହୁବୀଜ ଓ ଦ୍ୱିକୋଷ; ବର୍ଷାକାଳରେ ଫୁଲ ଫୁଟେ—ଯୋଗେଶଚନ୍ଦ୍ର।]
  • ଦେ. ବି. (ସଂ. କର୍ପୂରହରିଦ୍ରା) — ଜଳାଭୂମିରେ ଜନ୍ମିବା ଆଉ ଏକ ପ୍ରକାର ଶାକ — Limnophila Roxburghii
  • ଦେ. ବି. (ସଂ. କର୍ପୂରହରିଦ୍ରା) — [ଦ୍ର—ଏହାର ପତ୍ର ପରସ୍ପର ଆଡ଼କୁ ମୁହଁ କରି ଦୁଇଟି ଲେଖାଏଁ ଗୋଟିଏ ଡେମ୍ପରେ ଧରେ। ପତ୍ରର ଶିରା ସ୍ପଷ୍ଟ; ଏଥିର କ୍ଷୁଦ୍ର କୃଷ୍ଣାଭ ଫୁଲ ଏକାଠେଇଁ ଅନେକଗୁଡ଼ିଏ ଫୁଟେ; ଫୁଲର ରଙ୍ଗ ବାଇଗିଣିଆ। ଏ ଶାକ ଦେଖିବାକୁ ବ୍ରାହ୍ମୀ ଶାଗ ପରି—ଯୋଗେଶଚନ୍ଦ୍ର।]