କପୂରମାଳୀ Kapūramāḻī

  • ଦେ. ବି. (ସଂ. କର୍ପୂରମାଳା) — କର୍ପୂର ବା ଭାସ୍କରର ଗୁଳିରେ ତିଆରି ହୋଇଥିବା ଏକ ପ୍ରକାର ମାଳୀ — A garland made of of bells of camphor
  • ଦେ. ବି. (ସଂ. କର୍ପୂରମାଳା) — [ଦ୍ର—ଏହା ସୁବାସିତ ଓ ନାନାରଙ୍ଗଯୁକ୍ତ ହୋଇଥାଏ; ପୁରୀ— ସହରରେ ଏହା ସୁଲଭ।]