କପୋତପାଳିକା Kapotapāḻikā
- ସଂ. ବି. ସ୍ତ୍ରୀ. (କପୋତ+ପାଳି ଧାତୁ=ରକ୍ଷାକରିବା+କର୍ତ୍ତୃ. ଅକ+ସ୍ତ୍ରୀ. ଆ.) — ବିଟଙ୍କ; ପାରା ରହିବା କୋଠରି; ପାରାଭାଡ଼ି — Pigeon-hole; dove-cot
- ସଂ. ବି. ସ୍ତ୍ରୀ. (କପୋତ+ପାଳି ଧାତୁ=ରକ୍ଷାକରିବା+କର୍ତ୍ତୃ. ଅକ+ସ୍ତ୍ରୀ. ଆ.) — ପକ୍ଷିଶାଳା; ଚିଡ଼ିଆଖାନା — Aviary; a bird-house