କପିଳେଶ Kapiḻeṡa

  • ଦେ. ବି. — ଭୁବନେଶ୍ୱରଠାରୁ ଏକ ମାଇଲ ଦକ୍ଷିଣପୂର୍ବ ଏକ ଗ୍ରାମରେ ବିରାଜିତ ଶିବଲିଙ୍ଗ (ଏହାଙ୍କର ମାଳିଜାତୀୟ ଶୂଦ୍ର ସେବକମାନେ ମଲିଆ ଉପାଧିଧାରୀ) — Siba-linga situate near Bhubaneswar in the Puri District